ଭଞ୍ଜନ Bhan̄jana
- ସଂ. ବି (ଭଞ୍ଜ୍ ଧାତୁ+ଭାବ. ଅନ) — ଭାଙ୍ଗିବା — Breaking
- ସଂ. ବି (ଭଞ୍ଜ୍ ଧାତୁ+ଭାବ. ଅନ) — ଘୁଞ୍ଚାଇବା — Removal
- ସଂ. ବି (ଭଞ୍ଜ୍ ଧାତୁ+ଭାବ. ଅନ) — ଖଣ୍ଡନ; ନିରସନ; ଦୂରୀକରଣ — Dispelling; expelling
- ସଂ. ବି (ଭଞ୍ଜ୍ ଧାତୁ+ଭାବ. ଅନ) — ମେଣ୍ଟଣ; ମୀମାଂସା — Settlement; decision
- ବିଣ. ପୁଂ (ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୋଇ ହୁଏ; ଯଥା—ବିପଦ— ଭଞ୍ଜନ, ଦୁଃଖଭଞ୍ଜନ, କଳହଭଞ୍ଜନ, ମାନଭଞ୍ଜନ) — (କଳଙ୍କର) ନିରସନ — Dispelling
- ବିଣ. ପୁଂ (ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୋଇ ହୁଏ; ଯଥା—ବିପଦ— ଭଞ୍ଜନ, ଦୁଃଖଭଞ୍ଜନ, କଳହଭଞ୍ଜନ, ମାନଭଞ୍ଜନ) — (କଳହର) ମୀମାଂସା କରିବା; ମେଣ୍ଟଣ — Amicable settlement
- ବିଣ. ପୁଂ (ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୋଇ ହୁଏ; ଯଥା—ବିପଦ— ଭଞ୍ଜନ, ଦୁଃଖଭଞ୍ଜନ, କଳହଭଞ୍ଜନ, ମାନଭଞ୍ଜନ) — (ବିପଦର)— ବିନାଶନ — Prevention (of a danger)
- ବିଣ. ପୁଂ (ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୋଇ ହୁଏ; ଯଥା—ବିପଦ— ଭଞ୍ଜନ, ଦୁଃଖଭଞ୍ଜନ, କଳହଭଞ୍ଜନ, ମାନଭଞ୍ଜନ) — (ମାନର) ଦୂରୀକରଣ — Removal