ଭଗଦତ୍ତ Bhagadatta

  • ସଂ. ବି (ନାମ) — ପ୍ରାକ୍ଜ୍ୟୋତିଷପୁର; (କାମରୂପ)ର ଅଧିପତି ନରକ ବା ନରକାସୁର ରାଜାର ଜ୍ୟେଷ୍ଠ ପୁତ୍ର — The name of a king; the son of Narakāsura
  • ସଂ. ବି (ନାମ) — [ଦ୍ର—ଯୁଧିଷ୍ଟିରଙ୍କ ରାଜସୂୟ ସମୟରେ 8 ଦିନ ଯୁଦ୍ଧପରେ ଏ ଅର୍ଜୁନଙ୍କ ଦ୍ୱାରା ପରାଜିତ ହୋଇ ଥିଲା। ମହାଭାରତ ଯୁଦ୍ଧରେ ଏ କୌରବଙ୍କ ପକ୍ଷରେ ଯୁଦ୍ଧ କରି ଅର୍ଜୁନଙ୍କ ଦ୍ୱାରା ନିହିତ ହୋଇଥିଲା—ହି. ଶ] — [ଦ୍ର—ଯୁଧିଷ୍ଟିରଙ୍କ ରାଜସୂୟ ସମୟରେ8ଦିନ ଯୁଦ୍ଧପରେ ଏ ଅର୍ଜୁନଙ୍କ ଦ୍ୱାରା ପରାଜିତ ହୋଇ ଥିଲା ମହାଭାରତ ଯୁଦ୍ଧରେ ଏ କୌରବଙ୍କ ପକ୍ଷରେ ଯୁଦ୍ଧ କରି ଅର୍ଜୁନଙ୍କ ଦ୍ୱାରା ନିହିତ ହୋଇଥିଲା—ହି. ଶ]
  • ସଂ. ବି (ନାମ) — ଦୁର୍ଯ୍ୟୋଧନର ପତ୍ନୀ ଭାନୁମତୀର ପିତା — Father of Bhānumatī, the wife of Durjyodhana
  • ସଂ. ବି (ନାମ) — (ଉ—ଭଗଦତ୍ତ ଆଦି ଯେତେକ କ୍ଷତ୍ରିୟ. କାଟିବେ ସେ ତୁମ୍ଭର ଶତ୍ରୁଙ୍କର କାୟ। କୃଷ୍ଣସିଂହ. ମହାଭାରତ. ବନ।)