ଭଗନ Bhagana
- ଗ୍ରା. ବିଣ. (ପଦ୍ୟ) (ସଂ. ଭଗ୍ନ) — ଭଗ୍ନ — Broken
- ଗ୍ରା. ବିଣ. (ପଦ୍ୟ) (ସଂ. ଭଗ୍ନ) — (ଉ— ବିଧାରେ ସେ ସାନୁମାନ ଶତ ଯୋଜନ ଭଗନ ମୁଷ୍ଟି ପ୍ରହାରେ ତାହାକୁ ମାରି ସେ। ବୈଦେହୀଶବିଳାସ)
- ଗ୍ରା. ବିଣ. (ପଦ୍ୟ) (ସଂ. ଭଗ୍ନ) — ଭାଙ୍ଗିଯିବା; ଭଙ୍ଗ — Breaking
- ଗ୍ରା. ବିଣ. (ପଦ୍ୟ) (ସଂ. ଭଗ୍ନ) — ବାଧା — Obstruction