ଭଗତି Bhagati
- ଦେ. (ପଦ୍ୟରେ ବ୍ୟବହୃତ) (ସଂ. ଭକ୍ତି) — ଭକ୍ତି — Devotion; religious devotion; characteristic of votaries
- ଦେ. (ପଦ୍ୟରେ ବ୍ୟବହୃତ) (ସଂ. ଭକ୍ତି) — [ଉ—ନିଗମ ବାଞ୍ଛାବୃକ୍ଷ ଫଳ। ଭଗତି କଳ୍ପଲତା ମୂଳ। ପ୍ରେମପଞ୍ଚାମୃତ.। 1। 52 ।] — [ଉ—ନିଗମ ବାଞ୍ଛାବୃକ୍ଷ ଫଳ ଭଗତି କଳ୍ପଲତା ମୂଳ ପ୍ରେମପଞ୍ଚାମୃତ.1 52]