ଭଗବତ ଗାଦି Bhagabata gadi
- ଗ୍ରା. ବି — ଭାଗବତ ଗାଦି; ଭାଗବତ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ଓ ତାଳପତ୍ର ପୋଥି ଆଦି ରଖାଯାଇ ପୂଜା କରା ଯାଉଥିବା ଆସ୍ଥାନ — A heap of Bhāgabat books kept together and worshipped
- ଗ୍ରା. ବି — [ଦ୍ର—ବଙ୍ଗଦେଶରେ ଭାଗବତ ଗାଦି, ଭାଗବତ ଗାଦିର ପୂଜା ଓ ଭାଗବତ ଘର ପ୍ରଥା ନାହିଁ।]