ଭଇଁରା Bha-iñrā

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଭ୍ରମର) — ନଟୁ — Spinning top
  • ପ୍ରାଦେ. (ସମ୍ବଲପୁର) ବିଣ (ସଂ. ବଧିର) — କାଲ — Deaf
  • ପ୍ରାଦେ. (ସମ୍ବଲପୁର) ବିଣ (ସଂ. ବଧିର) — (ଉ—ଭଇଁରା ଗାଁରେ ପୁରାଣ ସଭା। ଶୁଣିଲା ଲୋକେ ହୋଇବେ କାବା—ଢଗ।)