ଭଇଁଷା ଅନ୍ଧାର Bha-iñshā andhāra

  • ପ୍ରାଦେ. (ସମ୍ବଲପୁର) ବି — ମୁହଁସନ୍ଧ୍ୟାର ପରବର୍ତ୍ତୀ ରାତ୍ରିକାଳ — Time after dusk
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏ ସମୟରେ ମଇଁଷିମାନେ ଚାରଣ ସ୍ଥାନରୁ ଫେରି— ବାରୁ ସମ୍ଭବତଃ ଏହି ନାମ କିମ୍ବା ମଇଷିଙ୍କ ଦେହର ବର୍ଣ୍ଣ ପରି ଅନ୍ଧକାର ବୋଧ ହେବାରୁ।]