ଭଇଁଷା ଗାଣ୍ଡିରେ ଯିବା Bha-iñshā gāṇḍire j̄ibā

  • ଗ୍ରା. କ୍ରି — (କୌଣସି ପଦାର୍ଥ, ଧନ ବା ପରିଶ୍ରମ) ବ୍ୟର୍ଥ ଯିବା; ଅପବ୍ୟୟିତ ହେବା — To be wasted away; to go for nothing