ଭଇରବ Bhairaba

  • ଗ୍ରା. (ପଦ୍ୟ) ବି. (ସଂ. ଭୈରବ) — ଭୈରବ ବା ଘଣ୍ଟାକର୍ଣ୍ଣ; ଭାଦ୍ର କୃଷ୍ଣପଞ୍ଚମୀ (ରକ୍ଷା ପଞ୍ଚମୀ ବା ରେଖା ପଞ୍ଚମୀ) ଦିନ କବାଟରେ ଚିତ୍ରିତ ହୋଇ ରାତ୍ରିରେ ପୂଜା କରାଯାଉଥିବା ମହାଦେବଙ୍କ ଅନୁଚରଙ୍କ ମୂର୍ତ୍ତି — An image of an attendant of Ṡiba depicted on the door and worshipped in the night of the 5th day of the dark fortnight of the month of Bhādra
  • ଗ୍ରା. (ପଦ୍ୟ) ବି. (ସଂ. ଭୈରବ) — [ଦ୍ର—ରେଖା ପଞ୍ଚମୀ ଦିନ ଭୈରବ ବା ଘଣ୍ଟାକର୍ଣ୍ଣଙ୍କ ଚିତ୍ର ସଙ୍ଗେ ଗଣେଷ ଓ ମହାଦେବଙ୍କ ଚିତ୍ର ମଧ୍ୟ ଦ୍ୱାରରେ ଲେଖା ହୋଇ ପୂଜା କରାଯାଏ। ଭୈରବଙ୍କର ଗୋଟିଏ ଗୋଡ଼ ଥିବାର ଚିତ୍ରରେ ଲେଖାଯାଏ]।
  • ଗ୍ରା. (ପଦ୍ୟ) ବି. (ସଂ. ଭୈରବ) — ମହାଦେବଙ୍କ ମୂର୍ତ୍ତିବିଶେଷ (ଭୈରବ ଦେଖ) — A particular image of Mahādeba (Bha̲i̱raba See)
  • ଗ୍ରା. (ପଦ୍ୟ) ବି. (ସଂ. ଭୈରବ) — [ଉ—ଦେବ ଭଇରବଙ୍କ ଶ୍ରେୟ ଇଚ୍ଛା କରି— କୃଷ୍ଣସିଂହ. ମହାଭାରତ. ସଭା।]