ଭଇମୀ Bhaimī
- ଦେ. ବି. ସ୍ତ୍ରୀ. ଗ୍ରା (ପଦ୍ୟ) (ସଂ. ଭୈମୀ) — ଭୀମକନ୍ୟା; ଦମୟନ୍ତୀ — Daughter of king Bhīma, Damayantī, the consort of Naḻa
- ଦେ. ବି. ସ୍ତ୍ରୀ. ଗ୍ରା (ପଦ୍ୟ) (ସଂ. ଭୈମୀ) — [ଉ— ନଳ ରାଜାଙ୍କର ଭୀମ ରଜାଙ୍କ ଘରେ, ଛାଡ଼ି ଦେଇଗଲେ ସେ ଭଇମୀ ଭାଷାରେ—କୃଷ୍ଣସିଂହ. ମହାଭାରତ. ବନ।]