ବଡ଼ ଜୋର୍ Baṟḍ̠a jor
- ଦେ. ଅ.—(ସଂ ବଡ୍ର+ଆ. ଜୋର୍) — ଅନ୍ୟୁନ ପରିମାଣରେ; ଊର୍ଦ୍ଧ୍ୱ ପରିମାଣରେ କହିବାକୁ ଗଲେ; ଅନୁମାନର ଶେଷ ସୀମା ଧରିବାକୁ ଗଲେ — Making the greatest calculation; at the highest computation or estimate
- ଦେ. ଅ.—(ସଂ ବଡ୍ର+ଆ. ଜୋର୍) — ନିତାନ୍ତ ବେଶି ହେଲେ — At best