ବଡ଼ ଚାଟ Baṟḍ̠a chāṭa

  • ଦେ. ବି — ସ୍କୁଲ୍ ବା ଶ୍ରେଣୀରେ ଅନ୍ୟ ଛାତ୍ରମାନଙ୍କ ତତ୍ତ୍ୱାବଧାନ କରିବା ନିମନ୍ତେ ଶିକ୍ଷକଙ୍କ ଦ୍ୱାରା ନିର୍ବାଚିତ ଛାତ୍ର — Monitor
  • ଦେ. ବି — xxxଗୋଟିଏ ସାନ ପିଲାକୁ ଦୁଇଟା ବଡ଼ ଚାଟ ଧରି ଘେନି ଯାଇଥିଲେ। ଫକୀରମୋହନ. ଛ ମାଣ ଆଠ ଗୁଣ୍ଠ।
  • ଦେ. ବି — ପ୍ରଧାନ ଶିଷ୍ୟ — Chief disciple