ବଡ଼ ଜୁଆଣି Baṟḍ̠a juāṇi
- ଦେ. ବି. (ସଂ. ବନ ଯମାନୀ) — ଏକ ପ୍ରକାର ଜୁଆଣି; ଅଜମୋଦା — A kind of Ajwan; Seseli Indicum
- ଦେ. ବି. (ସଂ. ବନ ଯମାନୀ) — [ଦ୍ର—ଏହା କଟୁ, ଅଗ୍ନି ଦୀପକ, କଫ ଓ ବାୟୁନାଶକ; ଉଷ୍ଣ ବିଦାହୀ, ବୃକ୍ଷ୍ୟ ଓ ବଳକର; ଏହା ନେତ୍ର ରୋଗ, କ୍ରିମି, ହିକ୍କା ଓ ବସ୍ତି ରୋଗ ନିବାରକ।]