ବଡ଼ ଦାଣ୍ଡ Baṟḍ̠adāṇḍa

  • ଦେ. ବି — ପ୍ରଶସ୍ତ ରାସ୍ତା — High road
  • ଦେ. ବି — ପୁରୀ ଜଗନ୍ନାଥଙ୍କ ମନ୍ଦିରଠାରୁ ଗୁଣ୍ଡିଚା ଘରଯାଏ ପଡ଼ିଥିବା ପ୍ରଶସ୍ତ ରାସ୍ତା — The wide road extending from Puri temple to Guṇḍichāghara
  • ଦେ. ବି — ବଡ଼ ଦାଣ୍ଡଠାରୁ ବେଳା ତଟେ ଯହିଁ ବିରାଜନ୍ତି ମହାବୀର— ରାଧାନାଥ—ପାର୍ବତୀ।