ବଡ଼ ଠାକୁର Baṟḍ̠a thākura

  • ଦେ. ବି — ଜଗନ୍ନାଥଙ୍କ ବଡ଼ ଭାଇ ବଳଭଦ୍ର; ଶ୍ରୀକୃଷ୍ଣଙ୍କ ବଡ଼ଭାଇ ବଳରାମ — The elder brother of Lord Jagannātha or Ṡrīkṛishṇa
  • ଦେ. ବି — ପୁରୀର ଜଗନ୍ନାଥ ଦେବ — Lord Jagannātha at Puri
  • ଦେ. ବି — ଈଶ୍ୱର; ଭଗବାନ୍ — God