ବ୍ୟସ୍ତ Byasta

  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ବ୍ୟାକୁଳ — Agitated; perplexed; agonished
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ବିରକ୍ତ — Displeased; annoyed
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ବିଭକ୍ତ; ପୃଥକ୍କୃତ — Separated
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ଅସମାପ୍ତ — Unfinished
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ବିସ୍ତୃତ; ବ୍ୟାପ୍ତ — Diffused; spread; expanded; pervaded
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ବିପରୀତ; ବିପର୍ଯ୍ଯସ୍ତ — Inverted; inverse
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ଉତ୍କ୍ଷିପ୍ତ — Thrown away; tossed
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ବିକ୍ଷିପ୍ତ — Strewn; scattered
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — କାର୍ଯ୍ୟଲିପ୍ତ ହେବାରୁ ଅସ୍ଥିର; କାର୍ଯ୍ୟରେ ବ୍ୟାପୃତ — Busy with work; worried with work; busily engaged
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ଏଣେ ତେଣେ ମୁକୁଳା ହୋଇଥିବା; ଗୋଳମାଳିଆ — Confused; tangled; dis-hevelled; mismanaged
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — ଅବ୍ୟବସ୍ଥିତ — Dis-ordered
  • ସଂ. ବିଣ (ବି+ଅସ ଧାତୁ+କର୍ତ୍ତୃ. ତ) — [ଉ—ବ୍ୟସ୍ତ ହୋଇ ଚିତ୍ର ମାଛିରେ ବାଳା, ବ୍ରଣ ଗଣ ତ ଦିଶୁଛି। କବିସୂର୍ଯ୍ୟ, କିଶୋରୀଚମ୍ପୂ ବ ଗୀତ।]