ବ୍ୟସ୍ତ ତ୍ରୈରାଶିକ Byasta tra̲i̱rāṡika

  • ଦେ. ବି — (ଗଣିତ) ଯେଉଁ ତ୍ରୈରାଶିକରେ ପ୍ରଥମ ଓ ଦ୍ୱିତୀୟ ରାଶିର ପରସ୍ପର ସ୍ଥାନ ପରିବର୍ତ୍ତନ ହୁଏ — (arthmetic) Irregular or inverse Rule of Three
  • ଦେ. ବି — [ଦ୍ର—'ସମସ୍ତ' ତ୍ରୈରାଶିକରେ ଦିଆ ଥିବା ତିନି ରାଶିର ସାହାଯ୍ୟରେ ଚତୁର୍ଥ ରାଶି ବାହାର କରିବାକୁ ହେଲେ ଦ୍ୱିତୀୟ ଓ ତୃତୀୟ ରାଶିର ଗୁଣନ କରି ପ୍ରଥମ ରାଶିଦ୍ୱାରା ଭାଗ କରାଯାଏ; କିନ୍ତୁ 'ବ୍ୟସ୍ତ' ତ୍ରୈରାଶିକର ପ୍ରଥମ ଓ ତୃତୀୟକୁ ଗୁଣି ଦ୍ୱିତୀୟ ରାଶିଦ୍ୱାରା ଭାଗ କରିବାକୁ ହୁଏ। ଉଦାହରଣ ଯାଥ— 10 ଜଣ ଲୋକ ଯେଉଁ କାମକୁ 20 ଦିନରେ କରନ୍ତି 50 ଜଣ ଲୋକ ସେ କାମକୁ କେତେ ଦିନରେ କରିବେ? ବ୍ୟସ୍ତ ତ୍ରୈରାଶିକରେ ଏହାର ଫଳ ହେବ 4 , ସମସ୍ତ ତ୍ରୈରାଶିକରେ ଏହାର ଫଳ ଯାହା ( 100 ) ହେବ ତାହା ଭୁଲ।] — [ଦ୍ର—'ସମସ୍ତ' ତ୍ରୈରାଶିକରେ ଦିଆ ଥିବା ତିନି ରାଶିର ସାହାଯ୍ୟରେ ଚତୁର୍ଥ ରାଶି ବାହାର କରିବାକୁ ହେଲେ ଦ୍ୱିତୀୟ ଓ ତୃତୀୟ ରାଶିର ଗୁଣନ କରି ପ୍ରଥମ ରାଶିଦ୍ୱାରା ଭାଗ କରାଯାଏ; କିନ୍ତୁ 'ବ୍ୟସ୍ତ' ତ୍ରୈରାଶିକର ପ୍ରଥମ ଓ ତୃତୀୟକୁ ଗୁଣି ଦ୍ୱିତୀୟ ରାଶିଦ୍ୱାରା ଭାଗ କରିବାକୁ ହୁଏ ଉଦାହରଣ ଯାଥ—10ଜଣ ଲୋକ ଯେଉଁ କାମକୁ20ଦିନରେ କରନ୍ତି50ଜଣ ଲୋକ ସେ କାମକୁ କେତେ ଦିନରେ କରିବେ? ବ୍ୟସ୍ତ ତ୍ରୈରାଶିକରେ ଏହାର ଫଳ ହେବ4, ସମସ୍ତ ତ୍ରୈରାଶିକରେ ଏହାର ଫଳ ଯାହା (100) ହେବ ତାହା ଭୁଲ]