ବ୍ୟସ୍ତ ହେବା Byasta hebā

  • ଦେ. କ୍ରି — ବ୍ୟାକୁଳ ହେବା — To worry one's self; to be troubled or worried
  • ଦେ. କ୍ରି — ଦୁଃଖ ପାଇବା — , To suffer agony or distress
  • ଦେ. କ୍ରି — ମନୋଦୁଃଖ ପ୍ରକାଶ କରିବା — , To give vent to on's grief