ବ୍ୟସ୍ତ ସମସ୍ତ Byasta samasta

  • ସଂ. ବିଣ (ବିପରୀତାର୍ଥ ସହଚର) — ବ୍ୟସ୍ତ ଓ ସମସ୍ତ — 8. Separated and conjoined
  • ସଂ. ବିଣ (ବିପରୀତାର୍ଥ ସହଚର) — କେତେବେଳେ ଏକତ୍ରୀଭୂତ ଓ କେତେବେଳେ ପୃଥଗ୍ଭୂତ — Now scattered, now collected
  • ଦେ. ବିଣ — ତ୍ରସ୍ତ ବ୍ୟସ୍ତ — Utterly unnerved
  • ଦେ. ବିଣ — ଅତି ବ୍ୟସ୍ତ — Much afflicted