ବ୍ୟସ୍ତ ପଦ Byasta pada

  • ସଂ. ବି — ସମାସହୀନ ପଦ — Simple or uncompounded words
  • ସଂ. ବି — (ଯଥା—ନଦୀର ଜଳ; କୂପରେ ପତିତ, ପଦ୍ମପରି ଲୋଚନ ଯାହାର ଇତ୍ୟାଦି।)
  • ସଂ. ବି — (ହିନ୍ଦୁ ଆଇନ୍) ଋଣ ଟଙ୍କାପାଇଁ ଯେଉଁ ଖାତକ ନାମରେ ନାଲିସ୍ ହୋଇଥାଏ, ସେ ଋଣ ନ ସୁଝି ଓଜର କରିବା (ହି. ଶ) — (Hindu Law) The filing of objection by the debtor instead of paying off the loan, when the creditor sues for it