ବ୍ୟଗ୍ର Byagra

  • ସଂ. ବିଣ. ପୁଂ (ବି+ଅଗ୍ର; ବିଗତ ବା ବହିର୍ଗତ ହୋଇଅଛି ଅଗ୍ର ଯାହାର) — ଆଗ୍ରହାନ୍ୱିତ — Eager; ardent; zealous
  • ସଂ. ବିଣ. ପୁଂ (ବି+ଅଗ୍ର; ବିଗତ ବା ବହିର୍ଗତ ହୋଇଅଛି ଅଗ୍ର ଯାହାର) — ବ୍ୟସ୍ତ; ଚିନ୍ତିତ — Anxious
  • ସଂ. ବିଣ. ପୁଂ (ବି+ଅଗ୍ର; ବିଗତ ବା ବହିର୍ଗତ ହୋଇଅଛି ଅଗ୍ର ଯାହାର) — ଅଧୀର — Impatient
  • ସଂ. ବିଣ. ପୁଂ (ବି+ଅଗ୍ର; ବିଗତ ବା ବହିର୍ଗତ ହୋଇଅଛି ଅଗ୍ର ଯାହାର) — ବ୍ୟାକୁଳ — 3. Bewildered
  • ସଂ. ବିଣ. ପୁଂ (ବି+ଅଗ୍ର; ବିଗତ ବା ବହିର୍ଗତ ହୋଇଅଛି ଅଗ୍ର ଯାହାର) — ତ୍ରସ୍ତ; ଚକିତ — Alarmed; affrighted; afraid
  • ସଂ. ବିଣ. ପୁଂ (ବି+ଅଗ୍ର; ବିଗତ ବା ବହିର୍ଗତ ହୋଇଅଛି ଅଗ୍ର ଯାହାର) — ଉଦ୍ଯୋଗୀ; ଉଦ୍ୟମ— ଶୀଳ — Prompt; diligent; assiduous
  • ସଂ. ବିଣ. ପୁଂ (ବି+ଅଗ୍ର; ବିଗତ ବା ବହିର୍ଗତ ହୋଇଅଛି ଅଗ୍ର ଯାହାର) — ଆସକ୍ତ — Fondly attached; devoted to
  • ବି. — ବିଷ୍ଣୁ — Bishṇu
  • ଦେ. ବି — ବେଗ — Force
  • ଦେ. ବି — ବ୍ୟଗ୍ରତା; ଅଧୀରତା — Impatience
  • ଦେ. ବି — [ଉ—ବାସ ଗୃହେ ରାଧା ସୀଦତି କାମ ବ୍ୟଗ୍ର ଯେ। ପ୍ରାଚୀ. ରସବାରିଧି।]