ବ୍ୟକ୍ତିତା Byaktitā

  • ସଂ. ବି (ବ୍ୟକ୍ତି+ଭାବ. ତା, ତ୍ୱ) — ସ୍ୱପ୍ରାଧାନ୍ୟ; ବ୍ୟକ୍ତି ବିଶେଷର ସ୍ୱାତନ୍ତ୍ର୍ୟ — Individuality; one's superiority over others
  • ସଂ. ବି (ବ୍ୟକ୍ତି+ଭାବ. ତା, ତ୍ୱ) — ବିଶିଷ୍ଟତା; ବିଶେଷତ୍ୱ — Peculiarity