ବ୍ୟକ୍ତୀକୃତ Byaktī kṛuta

  • ସଂ. ବିଣ—(ବ୍ୟକ୍ତ+ଅଭୂତ ତଦ୍ଭାବେ ଚ୍ୱି+ କୃତ) — ପ୍ରକଟିତ; ସ୍ପଷ୍ଟୀକୃତ; ଯାହାକୁ ବ୍ୟକ୍ତ କରାଯାଇ ଅଛି — Made manifest; made clear