ବ୍ୟଗ୍ରତା Byagratā

  • ସଂ. ବି—(ବ୍ୟଗ୍ର+ଭାବାର୍ଥେ. ତା, ତ୍ୱ) — ବ୍ୟସ୍ତତା; ଆଗ୍ରହ — Ardour; zeal; eagerness
  • ସଂ. ବି—(ବ୍ୟଗ୍ର+ଭାବାର୍ଥେ. ତା, ତ୍ୱ) — ବ୍ୟାକୁଳତା — Perplexity; bewilderment
  • ସଂ. ବି—(ବ୍ୟଗ୍ର+ଭାବାର୍ଥେ. ତା, ତ୍ୱ) — ଅତ୍ୟନ୍ତ ଭୟ — Alarm