ବ୍ୟକ୍ତୀକରଣ Byaktīkaraṇa

  • ସଂ. ବି (ବ୍ୟକ୍ତ+ଅଭୂତ ତଦ୍ଭାବେ+ଚ୍ୱି+କରଣ) — ସ୍ପଷ୍ଟୀ କରଣ; ପ୍ରକାଶ କରଣ; ଯାହା ପୂର୍ବେ ବ୍ୟକ୍ତ ନ ଥିଲା, ବର୍ତ୍ତମାନ ତାକୁ ବ୍ୟକ୍ତ କରିବା କର୍ମ — Making clear or manifest a thing which was not so before