ବ୍ରାନ୍ଦ Brānda

  • ପ୍ରାଦେ (ଗଞ୍ଜାମ) ବି (ସଂ. ବରଣ୍ଡ) — ଘରଚାଳର କାଠ ଆଦି ଉପକରଣ; ଚାଳ ଘରର କାନ୍ଥ ଉପରେ ରଖାଯିବା ସମସ୍ତ କାଠ, ଯାହା ଉପରେ ଚାଳ ରହେ; ଦଲମ — Wood- work of the thatch in a thatched house
  • ପ୍ରାଦେ (ଗଞ୍ଜାମ) ବି (ସଂ. ବରଣ୍ଡ) — ଚାଳଘରର ଶେଣୀ — The roof-plates and wall— plates of a thatched house