ବ୍ରାହ୍ମ ବିବାହ Brāhma bibāha

  • ସଂ. ବି — ପ୍ରାଚୀନ କାଳରେ ହିନ୍ଦୁମାନଙ୍କର ବିବାହ ପ୍ରଥା ବିଶେଷ [ଏଥିରେ ବରଙ୍କୁ ଆହ୍ୱାନ ପୂର୍ବକ ତାଙ୍କ ହସ୍ତରେ ଯଥାଶକ୍ତି ଅଳଙ୍କୃତା କନ୍ୟାକୁ ବେଦୋକ୍ତ ବିଧିରେ ପ୍ରଦାନ କରାଯାଏ। (ବିବାହ ତଳେ ଟିକା ଦେଖ)] — A form of marriage prevalent amongst the Hindus of ancient India by giving a decorated girl to an invited bridegroom
  • ଦେ. ବି — ବ୍ରାହ୍ମସମାଜରେ ପ୍ରବର୍ତ୍ତିତ ବିବାହ ପ୍ରଥା — Marriage performed according to the Brahmo Samaj
  • ଦେ. ବି — [ଦ୍ର—ଏଥିରେ ବିବାହ ସମ୍ବନ୍ଧୀୟ ବେଦୋକ୍ତ ଓ ପୁରାଣୋକ୍ତ ମନ୍ତ୍ରମାନ ଦେଶୀୟ ଭାଷାରେ ଉଚ୍ଚାରିତ ହୁଏ।]