ବ୍ରାତ୍ୟ Brātya
- ସଂ. ବିଣ. (ବ୍ରତ+ହୀନାର୍ଥେ ଯ) — ସଂସ୍କାର ବିହୀନ; ନିର୍ଦ୍ଦିଷ୍ଟ ବୟସ ଅତୀତ ହୋଇ ସୁଦ୍ଧା ଯେଉଁ ଦ୍ୱିଜ ସନ୍ତାନ ବ୍ରତ ହୋଇ ନାହିଁ — (a person of the twice born caste) Who has not been invested with the sacred thread after he has passed the proper age
- ସଂ. ବିଣ. (ବ୍ରତ+ହୀନାର୍ଥେ ଯ) — ବ୍ରତ ସମ୍ବନ୍ଧୀୟ — Relating to a religious vow
- ସଂ. ବିଣ. (ବ୍ରତ+ହୀନାର୍ଥେ ଯ) — ବର୍ଣ୍ଣସଙ୍କର (ହି. ଶ) — Born of mixed parents; hybird