ବ୍ରାତ Brātā

  • ସଂ. ବି (ବୃ ଧାତୁ= ପ୍ରାର୍ଥନା କରିବା+ କର୍ତ୍ତୃ. ଅତ) — ସମୂହ; ଦଳ — Crowd; assemllage
  • ସଂ. ବି (ବୃ ଧାତୁ= ପ୍ରାର୍ଥନା କରିବା+ କର୍ତ୍ତୃ. ଅତ) — ପତିତ ବ୍ରାହ୍ମଣର ସନ୍ତାନ — A descendant of a fallen Brāhmaṇa
  • ସଂ. ବି (ବୃ ଧାତୁ= ପ୍ରାର୍ଥନା କରିବା+ କର୍ତ୍ତୃ. ଅତ) — ବିବାହ ଉତ୍ସବରେ ଯୋଗ ଦେବାକୁ ଯିବା ବରଯାତ୍ରୀ ବା କନ୍ଯାଯାତ୍ରୀ — A company of the relations of the bride or of the bridegroom attending a marriage
  • ସଂ. ବି (ବୃ ଧାତୁ= ପ୍ରାର୍ଥନା କରିବା+ କର୍ତ୍ତୃ. ଅତ) — ଶାରୀରିକ ପରିଶ୍ରମ — Bodily labour; physical labour
  • ସଂ. ବି (ବୃ ଧାତୁ= ପ୍ରାର୍ଥନା କରିବା+ କର୍ତ୍ତୃ. ଅତ) — ମଯୁରି ଖଟିବା — Working for daily wages