ବ୍ରାହ୍ମ Brāhma

  • ସଂ. ବିଣ (ବ୍ରହ୍ମନ୍+ସମ୍ବନ୍ଧାର୍ଥେ ଓ ଜ୍ଞାନାର୍ଥେ ଅ) — ବ୍ରହ୍ମସମ୍ବନ୍ଧୀୟ — Relating to Brahma
  • ସଂ. ବିଣ (ବ୍ରହ୍ମନ୍+ସମ୍ବନ୍ଧାର୍ଥେ ଓ ଜ୍ଞାନାର୍ଥେ ଅ) — ବ୍ରହ୍ମାଙ୍କ ସମ୍ବନ୍ଧୀୟ — Relating to Brahmā
  • ବି — ବ୍ରହ୍ମାଙ୍କ ପୁତ୍ର ନାରଦ ଋଷି — Sage Nārada, the son of Brahmā
  • ବି — ବ୍ରାହ୍ମତୀର୍ଥ (ଦେଖ) — Brāhmatīrtha. (See)
  • ବି — ବ୍ରାହ୍ମଧର୍ମ (ଦେଖ) — Brāhmadharma (See)
  • ବି — ବ୍ରାହ୍ମ ପୁରାଣ (ଦେଖ) — Brāhma purāṇa (See)
  • ବି — ବ୍ରାହ୍ମ ବିବାହ (ଦେଖ) — Brāhma bibāha (See)
  • ଦେ. ବି — ବ୍ରାହ୍ମ ସମାଜ (ଦେଖ) — Brāhma Samāja (See)
  • ଦେ. ବି — (ପୁଂ) ବ୍ରାହ୍ମ ସମାଜୀ (ଦେଖ) — Brāhma samājī (See)
  • ଦେ. ବିଣ. ପୁଂ — ବ୍ରାହ୍ମଧର୍ମାବଲମ୍ବୀ (ବ୍ୟକ୍ତି) — (a person) Professing the Brahmo religion