ବୋଧିବା Bodhibā
- ଦେ. କ୍ରି (ସଂ. ବୋଧି ଧାତୁ) — ମନକୁ ପ୍ରବୋଧ ଦେବା; ନିଜ ମନକୁ ବୁଝାଇବା — To calm or console one's mind
- ଦେ. କ୍ରି (ସଂ. ବୋଧି ଧାତୁ) — (ଉ—ନଳକୁ ଅକ୍ଷବିଦ୍ୟା ଋତୁପୂର୍ଣ୍ଣ ଦେଲେ, ଏମାନ କହି ଯୁଧିଷ୍ଠିରଙ୍କୁ ବୋଧିଲେ— କୃଷ୍ଣସିଂହ. ମହାଭାରତ. ଅନୁଶାସନ।)
- ଦେ. କ୍ରି (ସଂ. ବୋଧି ଧାତୁ) — ନିଜର ମନକୁ ଶାନ୍ତ କରିବା — To pacify one's own mind
- ଦେ. କ୍ରି (ସଂ. ବୋଧି ଧାତୁ) — ଅନ୍ୟକୁ ପ୍ରବୋଧ୍ୱ ବା ସାନ୍ତ୍ୱାନା ଦେବା — To console a person; to pacify a person
- ଦେ. କ୍ରି (ସଂ. ବୋଧି ଧାତୁ) — (ଉ—ବୋଧି କହେ ଅଷ୍ଟଦୁର୍ଗ ନାହା, ବୁଦ୍ଧି ହୁଡ଼ରୁ ତ ହେଲା ଏହା କବିସୂର୍ଯ୍ୟ. ସଙ୍ଗୀତ)
- ଦେ. କ୍ରି (ସଂ. ବୋଧି ଧାତୁ) — ସନ୍ତୁଷ୍ଟ କରିବା — To satisfy
- ଦେ. କ୍ରି (ସଂ. ବୋଧି ଧାତୁ) — (ଉ— କହୁଅଛି ଯେବେ ତୁହି ତାକୁ ଧରିବୁ, କୁଣ୍ଡଳ ସାଞ୍ଜୁ ଛାଡ଼ି ଆନରେ ବୋଧିବୁ—କୃଷ୍ଣସିଂହ. ମହାଭାରତ. ବନ।)