ବୋଧିତ Bodhita

  • ସଂ. ବିଣ. (ବୁଧ ଧାତୁ ଣିଚ୍+କର୍ମ. ତ) — ଜ୍ଞାପିତ — Informed
  • ସଂ. ବିଣ. (ବୁଧ ଧାତୁ ଣିଚ୍+କର୍ମ. ତ) — ଜାଗରିତ — Aroused from sleep