ବୋଧି Bodhi
- ସଂ. ବିଣ (ବୁଧ ଧାତୁ+କର୍ତ୍ତୃ. ଇ) — ଜ୍ଞାତା — Knowing
- ସଂ. ବିଣ (ବୁଧ ଧାତୁ+କର୍ତ୍ତୃ. ଇ) — ଜ୍ଞାନୀ — Wise,
- ସଂ. ବିଣ (ବୁଧ ଧାତୁ+କର୍ତ୍ତୃ. ଇ) — ବିଦ୍ୱାନ — Learned
- ବି — (+ଭାବ. ଈ)— ସମାଧି ବିଶେଷ — A state of mental tranquility during meditation
- ବି — ବୋଧ, ଜ୍ଞାନ — Understanding
- ବି — ଅଶ୍ୱତ୍ଥ ଗଛ — The holy fig tree, Ficus Religiosa