ବୋଧାବୋଧି କରିବା Bodhā bodhi karibā

  • ଦେ. କ୍ରି — ବୋଧ ସୋଧ କରିବା; ବୁଝାଇ ସୁଝାଇ ଦେବା — To appease; to make one understand or realise the real situation
  • ଦେ. କ୍ରି — (ଉ—ଯାପାନକୁ ବୋଧାବୋଧି କରି ଯେ କୌଣସି ପ୍ରକାରେ ଶାନ୍ତି ପ୍ରସ୍ତାବର ଆଲୋଚନା ଚାଲିଲା। ଦୈନିକ ଆଶା।)