ବୋଧି ତରୁ Bodhi taru

  • ସଂ. ବି — ଅଶ୍ୱତ୍ଥ ଗଛ — The holy fig tree; Ficus Religiousa
  • ସଂ. ବି — [ଦ୍ର—ଅଶ୍ୱତ୍ଥ ଗଛ ମୂଳେ ବୌଦ୍ଧ ଋଷିମାନେ ଓ ବୁଦ୍ଧଦେବ ସ୍ୱୟଂ ବସି ତପସ୍ୟା କରୁଥିଲେ। ଏଥି— ଲାଗି ଏ ଗଛ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ଚକ୍ଷୁରେ ଅତି ପବିତ୍ର।]
  • ସଂ. ବି — ବୁଦ୍ଧ ଗୟାରେ ସ୍ଥିତ ପ୍ରାଚୀନ ଅଶ୍ୱତ୍ଥ ଗଛ, ଯହିଁ ମୂଳରେ ବୁଦ୍ଧଦେବ ତପସ୍ୟା କରୁଥିଲେ — The holy fig tree under which the Buddha sat in meditation