ବେଙ୍କା Beṅkā
- ଦେ. ବି — ଏକ ହାତର ମୁଠାମଧ୍ୟରେ ରଖା ଯିବା ଘାସର ବା ନଡ଼ାର ପରିମାଣ — Handful (of straw of grass); as much as can be held tightly by one hand
- ପ୍ରାଦେ. (ବାଲେଶ୍ୱର) ବି — ଘିଅ ରଖାଯିବା ଉପଯୋଗୀ ଏକପ୍ରକାର ପାତ୍ର (ହାଣ୍ଡି ଓ ଘଡ଼ି) — pot in which ghee is kept
- ପ୍ରାଦେ. (ବାଲେଶ୍ୱର) ବି — [ଉ—ଠେକା କହେ ବେକାରେ । ତୁ କୋଉଁ ମଣିଷରେ ଲେଖାରେ? ଢଗ।]