ବେଙ୍ଗ ଚାଙ୍ଗୁଡ଼ିଆ Beṅga chāṅguṟḍ̠ī

  • ଦେ. ବିଣ — ଇତସ୍ତତଃ ବିକ୍ଷିପ୍ତ — Sattered about
  • ଦେ. ବିଣ — (ଯଥା— ଏ ଘରେ ପଦାର୍ଥ ଗୁଡ଼ାକ ବେଙ୍ଗଚାଙ୍ଗୁଡ଼ିଆ ହୋଇ ପଡ଼ିଛି।)
  • ଦେ. ବିଣ — ଅତି ଛୋଟ — Very small
  • ଦେ. ବିଣ — (ଯଥା—ତାଙ୍କ ଘରର କୋଠରି—ଯାକ ସବୁ ବେଙ୍ଗଚାଙ୍ଗୁଡ଼ିଆ ହୋଇଛି।)
  • ଦେ. ବିଣ — ରୁଗ୍ଣ ଓ କ୍ଷୀଣ (ଶିଶୁ) — Sickly and thin (child)