ବେଗେ Bege

  • ଦେ. କ୍ରି. ବିଣ—(ସଂ. ବେଗତଃ) — ବେଗି (ଦେଖ) — Begi (See)
  • ଦେ. କ୍ରି. ବିଣ—(ସଂ. ବେଗତଃ) — [ଉ— ଯୁଦ୍ଧ ମନ ଆଜ ଆଜନମ ସୁଖୀ ରାଜରାଜ ଭୂତି ଦାୟୀ ବେଗେ ସାଜ ସାଜ ହେ। ଭଞ୍ଜ—ପ୍ରେମସୁଧାନିଧି; ନଳ ବେଗେଣ ବିଜେ କରନ୍ତୁ ଆସି। ପ୍ରାଚୀ—ନଳଚରିତ।]