ବେଙ୍ଗ ଚମ Beṅga chama

  • ଦେ. ବି. (ସଂ. ବ୍ୟଙ୍ଗ ଚର୍ମ) — ବେଙ୍ଗ ଦେହର ଚମଡ଼ା — Skin of frog
  • ଦେ. ବି. (ସଂ. ବ୍ୟଙ୍ଗ ଚର୍ମ) — ବେଙ୍ଗ ଚମ ଭଳି ଖାଉରିଆ ଦେହର ଚମଡ଼ା — Rough skin on the body of a person [compared to that of a frog.]