ବେଗୁନିଆ Beguniā
- ଦେ. ବି. — ନିର୍ଗୁଣ୍ଡୀ; ବନ୍ୟ କ୍ଷୁପବିଶେଷ — A wild plant; Vitex Negundo (Haines); Vitex Trifolia; five-leaved chaste tree
- ଦେ. ବି. — [ଦ୍ର—ଏ ଗୁଳ୍ମ 2\3 ହାତ ବଢେ; ପତ୍ର 5\6 ଆଙ୍ଗୁଳ ଲମ୍ବ। ଶୁଖିଲା ପତ୍ର ମୁଗ ଇତ୍ୟା— ଦିରେ ମିଶାଇ ଓଳିଆ ବାନ୍ଧିଲେ ମୁଗରେ ପୋକ ଧରନ୍ତି ନାହିଁ। ଏହା ପୁଷ୍ପ ବର୍ଣ୍ଣ ଭେଦରେ ଦୁଇ ପ୍ରକାର, ଶୁକ୍ଳ ବେଗୁନିଆକୁ ସଂସ୍କୃତରେ ସିନ୍ଧୁବାର; କଳା ବେଗୁନିଆକୁ ନିର୍ଗୁଣ୍ଡୀ ଓ ନୀଳ ପୁଷ୍ପ କହନ୍ତି। ଦ୍ରବ୍ୟଗୁଣ—କଳ୍ପଦ୍ରୁମ।] — [ଦ୍ର—ଏ ଗୁଳ୍ମ2\3ହାତ ବଢେ; ପତ୍ର5\6ଆଙ୍ଗୁଳ ଲମ୍ବ ଶୁଖିଲା ପତ୍ର ମୁଗ ଇତ୍ୟା— ଦିରେ ମିଶାଇ ଓଳିଆ ବାନ୍ଧିଲେ ମୁଗରେ ପୋକ ଧରନ୍ତି ନାହିଁ ଏହା ପୁଷ୍ପ ବର୍ଣ୍ଣ ଭେଦରେ ଦୁଇ ପ୍ରକାର, ଶୁକ୍ଳ ବେଗୁନିଆକୁ ସଂସ୍କୃତରେ ସିନ୍ଧୁବାର; କଳା ବେଗୁନିଆକୁ ନିର୍ଗୁଣ୍ଡୀ ଓ ନୀଳ ପୁଷ୍ପ କହନ୍ତି ଦ୍ରବ୍ୟଗୁଣ—କଳ୍ପଦ୍ରୁମ]