ବେଗ କରି Bega kari

  • ଦେ. କ୍ରି. ବିଣ — ଶୀଘ୍ର — Swifity
  • ଦେ. କ୍ରି. ବିଣ — (ଉ— ତୋ ନିଧନଭାଗୀ ମୁହିଁ ସିନା, ଯେଣୁ ନ ଆସିଲି ବେଗ କରି। ରାଧାନାଥ କେଦାରଗୌରୀ।)