ବେଗ Bega
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ଗତି — Motion; movement
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ଶୀଘ୍ରତା — Swiftness; haste
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ଗତିର ପରିମାଣ — Velocity; speed
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ମୂତ୍ର ବିଷ୍ଠାଦିର ନିର୍ଗମ ପ୍ରବୃତ୍ତି — Tendency to pass urine or faeces
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ପ୍ରବାହ — Stream; current
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ଆନନ୍ଦ; ଆହ୍ଲାଦ — Joy; pleasure
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ଦୃଢ଼ ପ୍ରତିଜ୍ଞା — Resolve
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ହପ୍ପା; ବ୍ୟଗ୍ରତ— ଉଦ୍ୟମ — Eagerness; energy
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ପ୍ରଣୟ — Intimacy; love
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ରେତଃ; ଶୁକ୍ର — Semen virile
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ଆମ୍ରବିଶେଷ — A kind of mango
- ସଂ. ବି (ବୀଜ ଧାତୁ=ଗମନ କରିବା+ଭାବ. ଅ) — ବାଣପତି ରାଜା — Name of an ancient king of India