ବେଁକ୍ ଛୁଟି Beñk chhuti

  • ବୈଦେ. ବି. (ଇଂ. ବାଙ୍କ୍+ଫା. ଛୁଟ୍ଟୀ) — ଯେଉଁ ଦିନମାନଙ୍କରେ ସରକାରଙ୍କ ପ୍ରଚାରିତ ବିଜ୍ଞାପନ ଅନୁସାରେ ବେଁକ୍ମାନଙ୍କରେ ଦିଆନିଆ କାରବାର ବନ୍ଦ ରହେ — Bank holiday