ବେଗ ଚିର Beg chira

  • ଦେ. ବିଣ. ପୁଂ — ଯେଉଁ ଛାତ୍ର କୌଣସି ଅଧୀତ ବିଷୟ ଶୀଘ୍ର ମନେ ରଖେ ଓ ବିଳମ୍ବରେ ପାଶୋରେ — (a student) Who remembers or gets by heart a thing quickly and forgets its slowly
  • ଦେ. ବିଣ. ପୁଂ — [ଦ୍ର—ଅଧ୍ୟାୟୀ— ମାନଙ୍କୁ ଏହି ଦୃଷ୍ଟିରେ ଚାରିଭାଗରେ ବିଭକ୍ତ କରାଯାଏ— ବେଗଚିରା, ଚିରଚିରା, ବେଗବେଗା ଓ ଚିରବେଗା।]