ବୃକ Bṛuka

  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ହେଟା; ଲେଙ୍କଡ଼ା ବାଘ; ଗଧିଆ — Wolf; hyena
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ବକ ବୃକ୍ଷ; ଅଗସ୍ତୀଗଛ — Name of a tree; Sesbania Grandiflora
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ଶୃଗାଳ — Jackal
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — କ୍ଷତ୍ରିୟ — A Kshatriya
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ବାୟସ; କୁଆ — Crow
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ଆଶ୍ଚର୍ଯ୍ଯ ଜନକ ଜୀର୍ଣ୍ଣଶକ୍ତିବିଶିଷ୍ଟ ଜଠରାନଳ — A very digestive-fire or energy inside the belly
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ସରଳ ବୃକ୍ଷସାର; ଗନ୍ଧବିରିଜା (ହି. ଶ.) — The aromatic juice from the Himalayan pine tree
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ବଳିଆ କୁକୁର — A wild dog
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — (ଉ— ବୃକପରି ବେଢ଼ି ସେନାପତିମାନେ ବୃକୋଦର ପୁରେ ପେଷି ସେ। ଭଞ୍ଜ, ବୈଦେହୀଶବିଳାସ।]
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ବଜ୍ର (ହି. ଶ.) — Thunder
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ଚୋର (ହି. ଶ.) — Thief
  • ସଂ. ବି. ପୁଂ (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ବା ବୃ ଧାତୁ=ଆବରଣ କରିବା+ କର୍ତ୍ତୃ. କ) — ବୃକାସୁର (ଦେଖ) — Bṛukāsura (See)