ବୁହିବା Buhibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବହ୍ ଧାତୁ) — ବହିବା; ବହନ କରିବା — To bear
  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବହ୍ ଧାତୁ) — ସ୍ରୋତରୂପେ ବହିଯିବା — To flow; to move like a current
  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବହ୍ ଧାତୁ) — (ଉ—ଚିଙ୍ଗିଡ଼ି ମାଛର ଝୋଳ, ତାର ସଙ୍ଗେ ମିଶିଲେ ଘୋଲ, ବୁହି ପଡ଼ୁଥାଏ ସି—ଢଗ।)