ବୁହାଏ Buhāe
- ଗ୍ରା. ଅ (ସଂ. ବହୁ) — ବହେ; ଅନେକ; ବହୁତ; ବହୁ — Much; great; many
- ଗ୍ରା. ଅ (ସଂ. ବହୁ) — (ଯଥା— ମୁଁ ବୁହାଏ ବାଟ ଚାଲିଲି; ମୁଁ ତାଙ୍କୁ ବୁହାକ (ଶୋଧିଲି)
- ଗ୍ରା. ଅ (ସଂ. ବହୁ) — ଥରେ — Once
- ଗ୍ରା. ଅ (ସଂ. ବହୁ) — ପର୍ଯ୍ଯାପ୍ତରୂପେ — Abundantly; copiously
- ଗ୍ରା. ଅ (ସଂ. ବହୁ) — ପ୍ରଚଣ୍ଡତା ସହକାରେ — Vehemently