ବୁସ୍ତ୍ର Bustra

  • ସଂ. ବି (ବୁସ୍ ଧାତୁ=ତ୍ୟାଗ କରିବା, ଅନାଦର କରିବା+ କର୍ମ. ତ, ନ୍ତ୍ର) — ପଣସ ଆଦି ଫଳର ଅସାର ଭାଗ; ପଣସ ବୋତା — The unusable portion of a jack fruit
  • ସଂ. ବି (ବୁସ୍ ଧାତୁ=ତ୍ୟାଗ କରିବା, ଅନାଦର କରିବା+ କର୍ମ. ତ, ନ୍ତ୍ର) — ହାଣ୍ଡିରେ ଭଜା ହୋଇ ଥିବା ମାଂସ — Meat fried in a pot