ବୁହନ୍ତି Buhanti

  • ଦେ. ବିଣ. (ସଂ. ବହ୍ ଧାତୁ; ବହତ୍; ସଂ. ବହତୀ) — ପ୍ରବାହିତ — Flowing; having a current
  • ଦେ. ବିଣ. (ସଂ. ବହ୍ ଧାତୁ; ବହତ୍; ସଂ. ବହତୀ) — (ଯଥା—ବହନ୍ତା ନଈରେ ଗାଧୋଇବା ସ୍ୱାସ୍ଥ୍ୟ ପକ୍ଷରେ ହିତକର।)
  • ଦେ. ବିଣ. (ସଂ. ବହ୍ ଧାତୁ; ବହତ୍; ସଂ. ବହତୀ) — ବହନକାରୀ — Carrying