ବୃ (ଧାତୁ) Bṛu (root)

  • ସଂ. — ଆବରଣ କରିବା — To cover
  • ସଂ. — ବାଛିବା; ପସନ୍ଦ କରିବା; ବରଣ କରିବା — To select; to choose
  • ସଂ. — ପ୍ରାର୍ଥନା କରିବା — To pray
  • ସଂ. — ପୋଷଣ କରିବା — To support